ଅଧ୍ୟାୟ 54

ହେ ପରମେଶ୍ବର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମାେତେ ରକ୍ଷା କର। ତୁମ୍ଭ ମହାପରାକ୍ରମ ଶକ୍ତି, ବ୍ଯବହାର କରି ପ୍ରମାଣ କର ୟେ, ମୁଁ ନିରୀହ।
2 ହେ ପରମେଶ୍ବର, ମାରେ ପ୍ରାର୍ଥନା ଶୁଣ। ମାହେର ଗୁହାରି ଶୁଣ।
3 ଅପରିଚିତ ଲୋକମାନେ କହେି ପରମେଶ୍ବରଙ୍କୁ ଉପାସନା କରନ୍ତି ନାହିଁ। ପରାକ୍ରମଶାଳୀ ଲୋକମାନେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛନ୍ତି।
4 ଦେଖ, ପରମେଶ୍ବର ମାେତେ ସାହାୟ୍ଯ କରିବେ, ମାରେ ପ୍ରଭୁ ମାରେ ସମର୍ଥନ କରିବେ।
5 ପରମେଶ୍ବର ମାରେ ଶତ୍ରୁମାନଙ୍କୁ ସମାନଙ୍କେର କୁକର୍ମ ପାଇଁ ପ୍ରତି ରୋଧ କର। ପରମେଶ୍ବର, ଦଖାଇେ ଦିଅ ୟେ, ତୁମ୍ଭେ ମାେ ପାଇଁ ସତ୍ଯ ଅଟ ଏବଂ ସମାନଙ୍କେୁ ଧ୍ବଂସ କର।
6 ମୁଁ ସ୍ବଇଚ୍ଛାରେ ନବୈେଦ୍ଯ ନଇେ ତୁମ୍ଭ ଉଦ୍ଦେଶ୍ଯରେ ଦବେି। ସଦାପଭ୍ରୁ ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
7 ତୁମ୍ଭେ ମାେତେ ମାରେ ସବୁ ବିପଦରୁ ରକ୍ଷା କଲ। ମାେ ଶତ୍ରୁଗଣ ପରାଜିତ ହବୋର ମୁଁ ଦେଖିଛି।