ଅଧ୍ୟାୟ 23

ସଦାପ୍ରଭୁ ମାରେ ପ୍ରତିପାଳକ ଅଟନ୍ତି, ମାରେ କିଛି ଅଭାବ ହବେ ନାହିଁ।
2 ସେ ମାେତେ କୋମଳ ସବୁଜ ସ୍ଥାନରେ ଶାଇେବାକୁ ଦିଅନ୍ତି। ସେ ମାେତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
3 ସେ ମାରେ ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି। ସେ ମାେତେ ଧର୍ମପଥରେ କଢ଼ାଇ ନିଅନ୍ତି। ଏହାଦ୍ବାରା ପ୍ରମାଣିତ ହୁଏ ୟେ, ସେ ପ୍ରକୃତରେ ପରମେଶ୍ବର ଅଟନ୍ତି।
4 ୟଦିଓ ମୁଁ "ମୃତ୍ଯୁଛାଯାର ରୂପ" ଉପତ୍ୟକାରେ ଏକା ବାଟ ଚାଲେ, ୟାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁ ଭୟଭୀତ ହବେି ନାହିଁ। କାରଣ ସଦାପ୍ରଭୁ, ତୁମ୍ଭେ ମାେ ସହିତ ଅଛ। ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମାେତ ସୁରକ୍ଷା କରେ।
5 ହେ ସଦାପ୍ରଭୁ, ତୁମ୍ଭେ ମାରେ ଶତ୍ରୁମାନଙ୍କ ସମ୍ମୁଖରେ ମାରେ ମଜେ ସଜାଇଅଛ। ତୁମ୍ଭେ ମାରେ ମୁଣ୍ଡରେ ତଲେ ଢ଼ାଳିଛ। ମାେ ପାନପାତ୍ର ପୂର୍ଣ୍ଣ ହାଇେ ଉଚ୍ଛୁଳି ପଡ଼ିଛି।
6 ନିଶ୍ଚଯ ଧାର୍ମିକତା, ମଙ୍ଗଳ ଓ ଦୟା ମାରେ ଅବଶିଷ୍ଟ ଜୀବନର ପଶ୍ଚାତ୍ଗାମୀ ହବେ। ମୁଁ ଶଷେରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।