ଅଧ୍ୟାୟ 23

ସୋର ବିଷଯ ରେ ଏକ ଦୁଃଖ ବାର୍ତ୍ତା : ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭମାନେେ ହାହାକାର କର। କାରଣ ତୁମ୍ଭର ପୋତାଶ୍ରଯ ସମ୍ପୂର୍ଣ୍ଣ ନଷ୍ଟ ହାଇୟୋଇଛି। କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା।
2 ହେ ଦ୍ବୀପ ନିବାସୀଗଣ ତୁମ୍ଭମାନେେ ନୀରବ ହୁଅ ଓ ଦୁଃଖିତ ହୁଅ। ସୋର ଥିଲା "ସୀଦୋନର" ବଣିକ। ସହେି ଦେଶର ବଣିକମାନେ ସମୁଦ୍ର ପାର ହାଇେ ତୁମ୍ଭର ଦେଶକୁ ଧନ ରେ ପରିପୂର୍ଣ୍ଣ କଲେ।
3 ସହେି ଲୋକମାନେ ଶସ୍ଯ ଖାଜେି ସମୁଦ୍ର ଆକ୍ରମଣ କଲେ। ସୋରର ସହେି ବଣିକଗଣ ନୀଳନଦୀର ଶସ୍ଯ କିଣିଲେ ଓ ଅନ୍ୟ ଦେଶ ରେ ବିକ୍ରଯ କଲେ।
4 ହେ ସୀଦୋନ, ତୁମ୍ଭମାନେେ ଲଜ୍ଜିତ ହୁଅ। କାରଣ ସାଗର ଓ ସାଗରର ଦୃଢ଼ ଦୁର୍ଗ କୁହନ୍ତି : ମାରେ ପିଲା ନାହାଁନ୍ତି। ତେଣୁ ମୁଁ ପ୍ରସବ ବଦନୋ ଅନୁଭବ କରି ନାହିଁ। ପ୍ରସବ କରି ନ ଥିବାରୁ ୟୁବକମାନଙ୍କର ପ୍ରତିପାଳନ କରି ନାହିଁ କିମ୍ବା ୟୁବତୀମାନଙ୍କର ଭରଣପୋଷଣ କରି ନାହିଁ।
5 ମିଶର ସୋର ବିଷଯ ରେ ଏହି ସମ୍ବାଦ ଶୁଣିବ ଓ ବ୍ଯଥିତ ହବେ।
6 ହେ ଜାହାଜଗଣ, ତୁମ୍ଭମାନେେ ତର୍ଶୀଶକୁ ଫରେିୟାଅ। ହେ ଦ୍ବୀପ ନିବାସୀମାନେ, ତୁମ୍ଭମାନେେ ହାହାକାର କର।
7 ଅତୀତ ରେ ସୋର ତୁମ୍ଭର ଆନନ୍ଦମଯୀ ନଗର ଥିଲା। ସହେି ପ୍ରାଚୀନ ନଗର ଅତି ପ୍ରାରମ୍ଭରୁ ଥିଲା। ସହେି ନଗରର ଲୋକେ ଦୂର ଦେଶ ରେ ବାସ କରିବାକୁ ୟାଇଛନ୍ତି।
8 ସୋର ନଗର ବହୁ ପ୍ରାଚୀନ ବ୍ଯକ୍ତି ଜନ୍ମ ଦଇେଛି। ସେଠିକାର ବଣିକଗଣ ରାଜ ତୁଲ୍ଯ। ତା'ର ଲୋକ ଯେ କି କିଣା ବିକା କରନ୍ତି, ସମାନେେ ସବୁ ସ୍ଥାନ ରେ ସମ୍ମାନ ଲାଭ କରନ୍ତି। ସମାନେେ ପୃଥିବୀର ସମ୍ଭ୍ରାନ୍ତ ମହାଜନ। ତେଣୁ ତାଙ୍କ ବିପକ୍ଷ ରେ କିଏ ମନ୍ତ୍ରଣା କରିଅଛି ?
9 ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।
10 ହେ ତର୍ଶୀଶର କନ୍ଯାଗଣ, ତୁମ୍ଭେ ଫରେି ୟାଅ ଏବଂ ନିଜର ଜମି ରେ ଚାଷ କର, କାରଣ ତୁମ୍ଭର ଆଶ୍ରଯସ୍ଥଳ ଧ୍ବଂସ ପାଇୟାଇଛି।
11 ସଦାପ୍ରଭୁ ସମୁଦ୍ର ଉପ ରେ ତାଙ୍କର ହସ୍ତ ବିସ୍ତାର କରିଛନ୍ତି। ସେ ସୋର ବିପକ୍ଷ ରେ ୟୁଦ୍ଧ ପାଇଁ ଦେଶଗୁଡ଼ିକୁ ଏକତ୍ର କରିଛନ୍ତି। ସେ କିଣାନର ଦୃଢ଼ ଦୁର୍ଗଗୁଡ଼ିକ ଧ୍ବଂସ କରିବାକୁ ଆଜ୍ଞା ଦଇେଛନ୍ତି।
12 ସଦାପ୍ରଭୁ କୁହନ୍ତି, " ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ଯା, "ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ବଂସ ହବେ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ଯ, " ସଠାେ ରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।'
13 ତେଣୁ ସୋର ଲୋକମାନେ କୁହନ୍ତି, "ବାବିଲର ଲୋକମାନେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।' ମାତ୍ର କଲଦୀଯମାନଙ୍କର ଦେଶକୁ ଦେଖ। ବାବିଲ ବର୍ତ୍ତମାନ ଆଉ ଦେଶ ନୁହେଁ। ଅଶୂରୀଯମାନେ ତାକୁ ଆକ୍ରମଣ କରି ତା'ର ଚାରିପଟେ ଦୁର୍ଗ ନିର୍ମାଣ କରିଛନ୍ତି। ତା'ର ସୈନ୍ଯମାନେ ସହେି ରମଣୀଯ ପ୍ରାସାଦମାନଙ୍କରୁ ସମସ୍ତ ଜିନିଷ ଲୁଟି ନଇେଛନ୍ତି। ବାବିଲକୁ ଧ୍ବଂସ ସ୍ତୁପ ରେ ପରିଣତ କରି ତାକୁ ବନ୍ଯ ଜନ୍ତୁଙ୍କର ବାସସ୍ଥଳୀ ରେ ପରିଣତ କରିଛନ୍ତି।
14 ହେ ତର୍ଶୀଶ୍ର ଜାହାଜସମୂହ, ହାହାକାର କର। କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଧ୍ବଂସ ହାଇେଛି।
15 ସୋର ବିଷଯ ରେ ଲୋକେ ସତୁରି ବର୍ଷ ପର୍ୟ୍ଯନ୍ତ ବିସ୍ତୃତ ହବେେ। ତାହା ଏକ ରାଜାଙ୍କର ଅଧିକାର ସମୟର ପ୍ରମାଣ। ସତୁରି ବର୍ଷ ପ ରେ ସୋର ପ୍ରତି ବେଶ୍ଯାର ଗୀତ ଅନୁୟାଯୀ ଘଟିବ।
16 ହେ ବିସ୍ତୃତ ବେଶ୍ଯୋ! ବୀଣା ନଇେ ନଗର ଭ୍ରମଣ କର। ମଧୁର ତାଳ ରେ ବଜାଅ ଓ ଅନକେ ଗୀତ ଗାଅ। ତାହା ହେଲେ ତୁମ୍ଭମାନେେ ସ୍ମୃତି ପଥରେ ଆସିବ।
17 ସତୁରି ବର୍ଷ ପ ରେ ସଦାପ୍ରଭୁ ସୋର ବିଷଯ ରେ ବିବଚେନା କରିବେ ଓ ତାଙ୍କର ସିଦ୍ଧାନ୍ତ ଦବେେ। ସୋର ତା'ର ବାଣିଜ୍ଯ ବୃତ୍ତିକି ଫରେିବ। ସେ ପୃଥିବୀସ୍ଥ ସମସ୍ତ ଦେଶ ପ୍ରତି ବେଶ୍ଯା ସଦୃଶ ହବେ।
18 ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚଯ କରିବ ନାହିଁ। ତା'ର ଭଡ଼ା ଓ ବାଣିଜ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମର୍ପିତ ହବେ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆୟିବ। ସଦାପ୍ରଭୁଙ୍କ ସବେକ ପୂର୍ଣ୍ଣ ପ୍ରାଣ ରେ ଭକ୍ଷଣ କରିବେ ଓ ସହେି ପଇସା ରେ ସୁନ୍ଦର ପୋଷାକ ପରିଧାନ କରିବେ।