ଗଭୀର ନିଦ୍ରା


  • ପରମେଶ୍ବର ତୁମ୍ଭର ଯତ୍ନ ନବେେ ଏବଂ ତୁମ୍ଭକୁ ଶାନ୍ତି ଦବେେ। ତା'ପରେ ତୁମ୍ଭେ ତୁମ୍ଭର ଚତୁଃପାଶର୍‌ବକୁ ଅନାଇବ ଏବଂ ନିରାପଦ ରେ ବିଶ୍ରାମ ନବେ। ତୁମ୍ଭେ ଶାନ୍ତି ରେ ଶାଇେପାରିବ! କହେି ତୁମ୍ଭକୁ ବିବ୍ରତ କରିପାରିବେ ନାହିଁ। ତୁମ୍ଭର ସାହାୟ୍ଯ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ। [ଆୟୁବ ପୁସ୍ତକ - Job 11:18,19]
  • ମୁଁ ଶାଇେଲି ଓ ବିଶ୍ରାମ ନଲେି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହବେି କାହିଁକି ? କାରଣ ସଦାପ୍ରଭୁ ମାେତେ ସର୍ବଦା ରକ୍ଷା କରନ୍ତି। [ଗୀତସଂହିତା - Psalms 3:5]
  • ମୁଁ ବିଛଣାରେ ଶାନ୍ତିରେ ଶଯନ କରେ, କାରଣ ହେ ସଦାପ୍ରଭୁ ତୁମ୍ଭେ ମାେତେ ରକ୍ଷାକରି ନିରାପଦରେ ଶାଇେବାକୁ ସୁଯୋଗ ଦଇେଛ। [ଗୀତସଂହିତା - Psalms 4:8]
  • ତୁମ୍ଭେ ରାତ୍ରିରେ ଭୟଭୀତ ହବୋର ଦରକାର ନାହିଁ। କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହବେ ନାହିଁ। [ଗୀତସଂହିତା - Psalms 91:5]
  • ଶଯନ ସମୟରେ ତୁମ୍ଭର ଭୟ ହବେ ନାହିଁ। ତୁମ୍ଭେ ଶଯନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହବେ। [ହିତୋପଦେଶ - Proverbs 3:24]