ଦୁଷ୍କର୍ମ


  • ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସଂପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମା ରେ ପରିପୂର୍ଣ୍ଣ ହୁଅ।
    ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:18
  • ଶାସ୍ତ୍ର ରେ ଲଖାେ ଅଛି: ଅତଏବ ପ୍ରେତ୍ୟକକ ଲୋକକୁ ପରମେଶ୍ବରଙ୍କ ସାମନା ରେ ନିଜ ଜୀବନର ହିସାବ ଦବୋକୁ ହବେ।
    ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:11, 12
  • ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ। ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।
    ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:1, 2
  • ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ୟୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ଯଭିଚାରୀ, ସମଲିଙ୍ଗୀ, ସ୍ବାର୍ଥପର, ଚୋର, ମଦୁଆ, ପରନିନ୍ଦକ ଓ ଠକୁଆ, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହବେେ ନାହିଁ। ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:9-11
  • "ସମସ୍ତ ବିଷୟ ସାଧନ କରିବା ପାଇଁ ମାେତେ ଅନୁମତି ମିଳିଛି।" କିନ୍ତୁ ପ୍ରେତ୍ୟକକ ବିଷୟ ଭଲ ନୁହେଁ। "ସମସ୍ତ ବିଷୟ ସାଧନ କରିବା ପାଇଁ ମାେତେ ଅନୁମତି ମିଳିଛି" କିନ୍ତୁ ମାେ ଉପରେ କତ୍ତୃର୍ତ୍ବ କରିବାକୁ ମୁଁ କାହାକୁ ଦବେି ନାହିଁ।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:12
  • ସହେି ଭଳି ତୁମ୍ଭମାନେେ ମଧ୍ଯ ପାପର ଶକ୍ତି ବିଷୟ ରେ ନିଜକୁ ମୃତ ବୋଲି ଭାବିବା ଉଚ଼ିତ। ତୁମ୍ଭମାନେେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର। କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ବ ନକରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଦ୍ବାରା ତୁମ୍ଭମାନେେ ଯେପରି ଶାସିତ ନହୁଅ। ପାପର ସବୋ କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼କକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ଯବହାର କର ନାହିଁ। ତା' ପରିବର୍ତେ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗହୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ବରଙ୍କଠା ରେ ସମର୍ପଣ କର।
    ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:11-13
  • ତେଣୁ ଯଦି ସହେି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତବେେ ତୁମ୍ଭେ ପ୍ରକୃତ ରେ ମୁକ୍ତି ପାଇବ।
    ଯୋହନଲିଖିତ ସୁସମାଚାର 8:36
  • ଦ୍ରାକ୍ଷାରସ ଓ ମଦ୍ଯ ଲୋକମାନଙ୍କୁ ନିଯନ୍ତ୍ରଣ କରି ବାହାରକୁ ନଇୟୋଏ। ଯେ କହେି ସେଥି ରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହାଇପୋରିବ ନାହିଁ।
    ହିତୋପଦେଶ 20:1
  • ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।
    ହିତୋପଦେଶ 28:13
  • ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ। ଯଦି ଆମ୍ଭେ ନିଜ ନିଜର ପାପ ସ୍ବୀକାର କରୁ ତବେେ ପରମେଶ୍ବର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ବସ୍ତ ଓ ନ୍ଯାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।
    1 ଯୋହନଲିଖିତ ସୁସମାଚାର 1:8, 9
  • ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି: ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା, ଭଦ୍ରତା ଓ ଆତ୍ମ-ସଂୟମ। ଏହି ବିଷୟଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ।
    ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:22, 23
  • କବଳେ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରେତ୍ୟକକଙ୍କ ନିମନ୍ତେ ମଧ୍ଯ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ବିଶ୍ବାସ କରିପାର। ସେ କବେେ ହେଲେ ତୁମ୍ଭମାନଙ୍କୁ ଅସହ୍ଯ ପରୀକ୍ଷା ରେ ପଡ଼ିବାକୁ ଦବେେ ନାହିଁ। କିନ୍ତୁ ଯେତବେେଳେ ତୁମ୍ଭମାନେେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହବେ, ସେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ଯ ଦଖାଇେ ଦବେେ।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:13
  • ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ର ଆତ୍ମା ଅନ୍ତର ରେ ଅଛନ୍ତି। ପବିତ୍ର ଆତ୍ମାଙ୍କୁ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ପାଇଛ। ତୁମ୍ଭମାନେେ ନିଜେ ନିଜର ନୁହଁ।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:19
  • ତୀମଥି, ତୁମ୍ଭେ କବଳେ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ଯ ପିଅ। ଏହା ତୁମ୍ଭ ପଟେ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବମାରେ ପଡ଼ିବ ନାହିଁ।
    ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:23
  • ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମଶ୍ବରଙ୍କ ଇଚ୍ଛାନୁସା ରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛା ରେ, ମନ୍ଦକାର୍ୟ୍ଯ କରି ଜୀବନଯାପନ କରିବ ନାହିଁ। ଅତୀତ ରେ ଅବିଶ୍ବାସୀ ଲୋକଙ୍କ କଥା ରେ କାମ କରି ତୁମ୍ଭେ ଅନକେ ସମୟ ନଷ୍ଟ କରିସାରିଛ। ତୁମ୍ଭେ ୟୌନପାପ କରୁଥିଲ। ନିଜ ଇଚ୍ଛାନୁସା ରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ବଂସର କାର୍ୟ୍ଯ କରୁଥିଲ, ମଦ୍ଯପାନ ଦଳ ରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ। ସହେି ଅବିଶ୍ବାସୀମାନେ ଆଶ୍ଚର୍ୟ୍ଯ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସମାନଙ୍କେ ଭଳି ହିଂସ୍ରକ ଓ ଧ୍ବଂସାକରୀ କାମମାନ କରୁ ନାହଁ। ଅତଏବ ସମାନେେ ତୁମ୍ଭ ବିଷୟ ରେ ମନ୍ଦକଥା କହୁଛନ୍ତି। କିନ୍ତୁ ସମାନଙ୍କେୁ ସମାନଙ୍କେ କୃତ କର୍ମ ଲାଗି ଉତ୍ତର ଦବୋକୁ ହବେ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଚାର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସମାନଙ୍କେୁ ସମସ୍ତ କର୍ମର ହିସାବ ଦବୋକୁ ହବେ। ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସମାନଙ୍କେୁ ସୁସମାଚାର କୁହାୟାଇଥିଲା, କାରଣ ସବୁ ଲୋକଙ୍କର ବିଚାର ହବୋ ଭଳି ସମାନଙ୍କେର ମଧ୍ଯ ବିଚାର ହବେ। ସମାନେେ ଜୀବିତ ଥିଲା ବେଳେ ଯାହା କିଛି କରିଥିଲେ, ସହେି ଅନୁସାରେ ବିଚାରିତ ହବେେ। କିନ୍ତୁ ସମାନେେ ଯେପରି ପରମେଶ୍ବରଙ୍କ ଭଳି ଆତ୍ମା ରେ ଜୀବିତ ହବେେ, ଏଥିପାଇଁ ସମାନଙ୍କେ ନିକଟରେ ସୁସମାଚାର ପ୍ରଚାରିତ ହାଇେଥିଲା। ସବୁ ବିଷୟ ସମାପ୍ତ ହବୋର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂୟତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବା ରେ ସାହାୟ୍ଯ କରିବ।
    ପିତରଙ୍କ ପ୍ରଥମ ପତ୍ 4:2-7