ପେଅକେ
-
"ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତି ରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହବେ ଏବଂ ତୁମ୍ଭେ ବହୁତ ବୃଦ୍ଧ ବଯସ ରେ କବର ପା୍ରପ୍ତ ହବେ।
ଆଦି ପୁସ୍ତକ 15:15] ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତି।
ଗୀତସଂହିତା 29:11] ମନ୍ଦ କାର୍ୟ୍ଯ କରିବା ବନ୍ଦ କର। କବଳେ ଉତ୍ତମ କାର୍ୟ୍ଯ କର। ଶାନ୍ତି ପାଇଁ କାର୍ୟ୍ଯ କର। ଶାନ୍ତି ପାଇଲା ପର୍ୟ୍ଯନ୍ତ ଶାନ୍ତି ପଛରେ ଦୌଡ଼।
ଗୀତସଂହିତା 34:14] ପରମେଶ୍ବର ସମାନଙ୍କେୁ ପ୍ରତିଜ୍ଞା କରିଥିଲେ ୟେ, ନମ୍ର ଲୋକମାନେ ଭୂମି ପାଇବେ ଓ ସମାନେେ ଶାନ୍ତି ଉପ ଭୋଗ କରିବେ।
ଗୀତସଂହିତା 37:11] ସିଦ୍ଧ ଓ ଧାର୍ମିକ ଲୋକ ହୁଅ। ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସମାନଙ୍କେର ଅନକେ ବଂଶଧର ବଢ଼ି ଚାଲିବେ।
ଗୀତସଂହିତା 37:37] ଯେଉଁ ବ୍ଯକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ। ତାକୁ କୌଣସି ବସ୍ତୁ ପକଇେ ପାରିବ ନାହିଁ।
ଗୀତସଂହିତା 119:165] ମୁଁ କହିଲି, ମୁଁ ଶାନ୍ତି ଚା ହେଁ, କିନ୍ତୁ ସମାନେେ ୟୁଦ୍ଧ ଚାହାଁନ୍ତି।
ଗୀତସଂହିତା 120:7] ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।
ହିତୋପଦେଶ 16:7] ପ୍ ରମେ କରିବାର ସମୟ ଅଛି ଓ ଘୃଣା କରିବାର ମଧ୍ଯ ସମୟ ଅଛି। ୟୁଦ୍ଧର ସମୟ ଅଛି ଓ ଶାନ୍ତିର ମଧ୍ଯ ସମୟ ଅଛି।
ଉପଦେଶକ 3:8] ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ "ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ଯିଶାଇୟ 9:6] ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପ ରେ ନିର୍ଭର କରନ୍ତି ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତି ରେ ରଖିବ।
ଯିଶାଇୟ 26:3] ପୁଣି ସହେି ଧାର୍ମିକତାର କାର୍ୟ୍ଯ ଶାନ୍ତିମଯ ହବେ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହବେ।
ଯିଶାଇୟ 32:17] ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ବରଙ୍କ ଦ୍ବାରା ଶିକ୍ଷିତ ହବେେ ଓ ସମାନଙ୍କେର ପରମ ଶାନ୍ତି ହବେ।
ଯିଶାଇୟ 54:13] ଏଣୁ ତୁମ୍ଭମାନେେ ଆନନ୍ଦର ସହିତ ବାହାରି ଶାନ୍ତି ରେ ଆଗେ ଆଗେ ୟିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ଉଚ୍ଚସ୍ବର ରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦବେେ।
ଯିଶାଇୟ 55:12] "ଆମ୍ଭର ପରମେଶ୍ବର କୁହନ୍ତି ; ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।'
ଯିଶାଇୟ 57:21] ସମାନେେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସମାନଙ୍କେର ମାର୍ଗ ରେ ନ୍ଯାଯ ବିଚାର ନ ଥାଏ। ସମାନେେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେ କହେି ସହେି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ।
ଯିଶାଇୟ 59:8] ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହାଇେ ଅଛନ୍ତି, ସମାନେେ ଏହା କହି ସମାନଙ୍କେୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ଏଠା ରେ 'ଶାନ୍ତି' ଅଛି, ଯେତବେେଳେ ସଠାେ ରେ ଆଦୌ ଶାନ୍ତି ନାହିଁ।
ଯିରିମିୟ 6:14] ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଛୁ ତାହା ମଙ୍ଗଳକର ଅଟେ।" "ମୁଁ ତୁମ୍ଭମାନଙ୍କର ଭବିଷ୍ଯଦ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦବେି।
ଯିରିମିୟ 29:11] "ମାତ୍ର ଆମ୍ଭେ ସମାନଙ୍କେୁ କ୍ଷମା କରି ଆରୋଗ୍ୟ କରିବା। ସମାନେେ ଚିରନ୍ତନ ଐଶ୍ବର୍ୟ୍ଯ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ।
ଯିରିମିୟ 33:6] "ତୁମ୍ଭମାନେେ ବିନାଶ ପାଇଁ ଭୟଭୀତ ହବେ ଓ ତୁମ୍ଭମାନେେ ଶାନ୍ତି ଅନ୍ବଷେଣ କରିବ ମାତ୍ର କିଛି ପାଇବ ନାହିଁ।
ଯିହିଜିକଲ 7:25] "ଇଶ୍ରାୟେଲର ଭବିଷ୍ଯଦବକ୍ତା ଯେଉଁମାନେ ୟିରୁଶାଲମ ବିଷଯ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି।" ଏହା ମାରେ ପ୍ରଭୁ ସଦାପ୍ରଭୁ କହିଛନ୍ତି।
ଯିହିଜିକଲ 13:16] "ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ଯା ବଳ ରେ ସଫଳକାମୀ ହବେ। ସେ ନିଜ ଅନ୍ତଃକରଣ ରେ ନିଜକୁ ବଡ ମନେ କରିବ ଓ ନରାପଦ ସମୟରେ ଅନକଙ୍କେୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳ ରେ ଠିଆ ହବେ। ମାତ୍ର ସେ ମଣିଷ ହସ୍ତ ରେ ବିନାଶ ହବେ ନାହିଁ।
ଦାନିଏଲ 8:25] ଯେତବେେଳେ ଧନଶାଳୀ ଦେଶଗୁଡିକ ନିରାପଦ ଅନୁଭବ କରିବେ, ସେ ସମାନଙ୍କେୁ ଆକ୍ରମଣ କରିବ। ତାହା ପିତୃ ପିତାମହଗଣ ଯାହା କରିନଥିଲେ ସେ ତାହା କରିବ। ସେ ତାକୁ ବନ୍ଧୁମାନଙ୍କ ମଧିଅରେ ଲୁଣ୍ଠିତ ଦ୍ରବ୍ଯ ଅପହୃତ ବସ୍ତୁ ଓ ଧନ ବାଣ୍ଟି ଦବେ। ସେ ଅଳ୍ପ ସମୟ ପାଇଁ ସଫଳ ହବେ।
ଦାନିଏଲ 11:24] ହେ ଯିହୁଦା ଗ୍ଭହଁ! ପର୍ବତ ଆଡକୁ ଗ୍ଭହଁ। ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। ସେ କୁହନ୍ତି, ଶାନ୍ତି ଆସିଛି। ହେ ୟୁହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। ସହେି ମନ୍ଦ ଲୋକ ଆଉ ଆସିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରିପାରିବେ ନାହିଁ। କାହିଁକି ସମାନେେ ଆକ୍ରମଣ କରିପାରିବେ ନାହିଁ? କାରଣ ସହେି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ପାଇଛନ୍ତି।
ନାହୂମ 1:15] "ଆମ୍ଭେ ଲବେୀ ସହିତ ଚୁକ୍ତି କରିଥିଲୁ ତାକୁ ଜୀବନ ଓ ଶାନ୍ତି ଦବୋପାଇଁ ଏବଂ ଆମ୍ଭେ ଆପଣା ଶପଥ ରଖିଥିଲୁ। ସେ ଆମ୍ଭକୁ ସମ୍ମାନ ଓ ଭୟ କରୁଥିଲା ଏବଂ ଆମ୍ଭ ନାମକୁ ଭକ୍ତି କରୁଥିଲା।
ମଲାଖୀ 2:5] ଶାନ୍ତ ପାଇଁ କାମ କରୁଥିବା ଲୋକମାନେ ଧନ୍ଯ, କାରଣ ସମାନେେ ପରମେଶ୍ବରଙ୍କ ସନ୍ତାନ ଭାବେ ଡକାଯିବେ।
ମାଥିଉଲିଖିତ ସୁସମାଚାର 5:9] ଯଦି ସେ ପରିବାର ଲୋକେ ଅୟୋଗ୍ଯ ତବେେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫରେିଆସିବ।
ମାଥିଉଲିଖିତ ସୁସମାଚାର 10:13] "ତୁମ୍ଭେ ଭାବନାହିଁ ଯେ ମୁଁ ପୃଥିବୀ ରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖଡ୍ଗ ଆଣିବା ପାଇଁ ଆସିଛି।
ମାଥିଉଲିଖିତ ସୁସମାଚାର 10:34] ଯୀଶୁ ଉଠି ପଡିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, "ଶାନ୍ତ ହୁଅ, ସ୍ଥିର ହୁଅ।" ତା'ପରେ ଝଡ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା।
ମାର୍କଲିଖିତ ସୁସମାଚାର 4:39] ଯୀଶୁ ତାକୁ କହିଲେ, "ଆଗୋ ନାରୀ; ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି। ଶାନ୍ତି ରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।"
ମାର୍କଲିଖିତ ସୁସମାଚାର 5:34] "ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତାର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣ ରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତି ରେ ରୁହ।"
ମାର୍କଲିଖିତ ସୁସମାଚାର 9:50] ମୃତ୍ଯୁର ଭୟ ରେ ଅନ୍ଧକାର ଭିତ ରେ ବାସ କରୁଥିବା ଲୋକଙ୍କୁ ପରମେଶ୍ବର ସାହାୟ୍ଯ କରିବେ। ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗ ରେ ବାଟ କଢଇେ ନବେେ।"
ଲୂକଲିଖିତ ସୁସମାଚାର 1:79] "ସ୍ବର୍ଗ ରେ ରହୁଥିବା ପରମେଶ୍ବରଙ୍କୁ ଜୟ ହେଉ ଏବଂ ଏ ପୃଥିବୀ ରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ବର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।"
ଲୂକଲିଖିତ ସୁସମାଚାର 2:14] ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, "ତୁମ୍ଭେ ବିଶ୍ବାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। "ଶାନ୍ତି ରେ ଯାଅ।"
ଲୂକଲିଖିତ ସୁସମାଚାର 7:50] ଯେ କୌଣସି ଘ ରେ ପ୍ରବେଶ କରିବା ମାତ୍ ରେ ପ୍ରଥମେ କୁହ, 'ଏ ଘରକୁ ଶାନ୍ତି ମିଳୁ।'
ଲୂକଲିଖିତ ସୁସମାଚାର 10:5] ଯଦି ସେ ଅନ୍ୟ ରାଜାଙ୍କୁ ପରାସ୍ତ କରିବାକୁ ସକ୍ଷମ ହବେ ନାହିଁ, ତବେେ ବିରୋଧୀ ରାଜା ବହୁତ ଦୂର ରେ ଥିବା ବେଳେ ତାହାଙ୍କ ପାଖକୁ କିଛି ଲୋକ ପଠାଇ ସନ୍ଧି ପ୍ରସ୍ତାବ ଦବେେ।
ଲୂକଲିଖିତ ସୁସମାଚାର 14:32] "ସ୍ବାଗତ କରି କହିଲେ:
ଲୂକଲିଖିତ ସୁସମାଚାର 19:38] ଏହି ଦୁଇଜଣ ଲୋକ ଏହି ସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ଯଦଳଙ୍କ ଭିତ ରେ ଠିଆ ହାଇେଥିଲେ। ଯୀଶୁ ସମାନଙ୍କେୁ କହିଲେ, "ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।"
ଲୂକଲିଖିତ ସୁସମାଚାର 24:36] "ମୁଁ ତୁମ୍ଭକୁ ଶାନ୍ତି ଦଇେ ଯାଉଛି। ଏହି ଶାନ୍ତି ମାେ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା'ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନ ରେ ଦୁଃଖ କର ନାହିଁ। ଭୟ ମଧ୍ଯ କର ନାହିଁ।
ଯୋହନଲିଖିତ ସୁସମାଚାର 14:27] ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।"
ଯୋହନଲିଖିତ ସୁସମାଚାର 16:33] ତୁମ୍ଭମାନେେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତ ପ୍ରପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତ ତୁମ୍ଭମାନଙ୍କୁ ମିଳୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:7] ସମାନେେ ବିନାଶ କରିବା ଓ କ୍ଲେଶ ଦବୋ ପାଇଁ ସର୍ବତ୍ର ଯାଆନ୍ତି। ଲୋକେ ଶାନ୍ତିର ମାର୍ଗ ଜାଣନ୍ତି ନାହିଁ।" " ସମାନଙ୍କେର ଆଖି ରେ ପରମେଶ୍ବରଙ୍କ ପ୍ରତି ଭୟ ବା ସମ୍ମାନ ଭାବ ନାହିଁ।" ଗୀତସଂହିତା 36:1
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16-18] ଆମ୍ଭର ବିଶ୍ବାସ ହତେୁ ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ସହିତ ଆମ୍ଭେ ଶାନ୍ତି ରେ ଅଛୁ। ବିଶ୍ବାସ ଦ୍ବାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ବରଙ୍କ ଅନୁଗ୍ରହର ଅଧୀନ କଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:1] ଯଦି ଜଣେ ଲୋକର ବିଚ୍ଭାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ଆତ୍ମିକ ମୃତ୍ଯୁ ହୁଏ। କିନ୍ତୁ ଯଦି ଜଣକର ବିଚ୍ଭାର ଆତ୍ମା ଦ୍ବାରା ନିୟନ୍ରିତ ହୁଏ, ତା ହେଲେ ସଠାେରେ ଜୀବନ ଓ ଶାନ୍ତି ଅଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:6] ଏହି ଉପଦସେ ଦବୋ ଲୋକ ଜଣକୁ କାହା ଦ୍ବାରା ନ ପଠାଗଲେ ବା ସେ କିପରି ଉପଦେଶ ଦବେ? ଶାସ୍ତ୍ର ରେ ଲଖାେ ଅଛି: "ସୁସମାଗ୍ଭର ଦବୋ ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।"
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:15] ଲୋକଙ୍କ ସହିତ ଶାନ୍ତି ରେ ରହିବା ପାଇଁ ଯଥାସାଧ୍ଯ ଚେଷ୍ଟା କର।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:18] ପ୍ରଭୁଙ୍କ ରାଜ୍ଯ ରେ ଖାଇବା ପିଇବା ଅଧିକ ଗୁରୁତ୍ବ ନୁହେଁ। ସଠାେରେ ମହତ୍ତ୍ବପୂର୍ଣ କଥା ହେଲା, ପରମେଶ୍ବରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ର ଆତ୍ମା ରେ ଆନନ୍ଦ କରିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:17] ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ୟ୍ଯଗୁଡିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାୟ୍ଯ ପ୍ରଦାନ କରୁଥିବା କାର୍ୟ୍ଯମାନ କରିବା।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:19] ମୁଁ ସମସ୍ତ ଭରସା ସୋର୍ତ ପରମେଶ୍ବରଙ୍କ ଠା ରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ବାସ କାରଣରୁ ତୁମ୍ଭ ଜୀବନ ରେ ସମ୍ପୂର୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ର ଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନ ରେ ଝରିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:13] ଶାନ୍ତିଦାତା ପରମେଶ୍ବର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:33] ଆମ୍ଭର ପିତା ପରମେଶ୍ବର ଓ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବତ୍ତୁର୍। ପାଉଲ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:3] ତଥାପି ଯଦି ଜଣେ ଅବିଶ୍ବାସୀ, ଜଣେ ବିଶ୍ବାସୀଠାରୁ ଅଲଗା ହବୋକୁ ଇଚ୍ଛା କରେ, ତା' ହେଲେ ସେ ଅଲଗା ହାଇପୋ ରେ। ଯେତବେେଳେ ଏପରି ଘଟିବ, ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହବେେ। ପରମେଶ୍ବର ତୁମ୍ଭମାନଙ୍କୁ ଶାନ୍ତି ରେ ରହିବାକୁ ଆହ୍ବାନ ଦଇେଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:15] ପରମେଶ୍ବର ବିଶୃଙ୍ଖଳାର ପରମେଶ୍ବର ନୁହଁନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ବର ଅଟନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:33] ଭାଇ ଓ ଭଉଣୀମାନେ ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହବୋକୁ ଚେଷ୍ଟା କର। ମୁଁ ଯେପରି କହିଛି ସହେିପରି କାମ କରୁଥାଅ। ସମସ୍ତେ ଏକ ମନ ରେ ଓ ଶାନ୍ତି ରେ ରୁହ। କବେେ ଶାନ୍ତି ଓ ପ୍ ରମରେ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
Iକରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:11] ମୁଁ ପ୍ରାର୍ଥନା କରେ ଯେ, ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:3] ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସମାନଙ୍କେୁ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:16] ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:22] ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ଏବେ ଶାନ୍ତି ରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝି ରେ କାନ୍ଥଟିଏ ଥିଲା ଭଳି ସମାନେେ ଅଲଗା ଥିଲେ। ସମାନେେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସହେି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ। ୟିହୁଦୀମାନଙ୍କ ବ୍ଯବସ୍ଥା ରେ ଅନକେ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ଯବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ଯ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠା ରେ ନୂତନ ଲୋକ କରାଇବା। ଏହା ଦ୍ବାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରିପାରନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:14, 15] ତୁମ୍ଭେ ସମସ୍ତେ ପବିତ୍ର ଆତ୍ମାଙ୍କ ଦ୍ବାରା ଶାନ୍ତିର ବନ୍ଧନ ରେ ଏକତ୍ର ହାଇେ ରୁହ। ଏହିଭଳି ରହିବା ପାଇଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କର। ଆତ୍ମାଦତ୍ତ ଶାନ୍ତି ତୁମ୍ଭକୁ ବାନ୍ଧି ରଖୁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:3] ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହାଇେ ରୁହ, ଏଥିପାଇଁ, ପାଦ ରେ ଶାନ୍ତି ଦାୟକ ସୁସମାଚାରର ଜୋତା ପିନ୍ଧ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:15] ମାଠାରୁେ ଯାହା ସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମାେତେ ଯାହାସବୁ କରିଥିବା ଦେଖିଛ, ସଗେୁଡ଼ିକୁ କର। ଶାନ୍ତିଦାତା ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:9] ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ବର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ। ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ବାରା ପରମେଶ୍ବର ଶାନ୍ତି ଆଣିଲେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:20] ଖ୍ରୀଷ୍ଟଙ୍କ ଦ୍ବାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଚାରକୁ ସଂୟମ କରିବ। ତୁମ୍ଭମାନେେ ଶାନ୍ତି ପାଇବା ପାଇଁ ଗୋଟିଏ ଶରୀର ରେ ଡକା ହାଇେଛ। ସବୁବେଳେ ଧନ୍ଯବାଦୀ ରୁହ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:15] କିନ୍ତୁ ତୁମ୍ଭ ଭାଇ ଓ ଭଉଣୀମାନଙ୍କ ପାଇଁ ସହେି ଦିନଟି ଚୋର ଆସିବା ଭଳି ଆଶ୍ଚର୍ୟ୍ଯର କଥା ହବେ ନାହିଁ, କାରଣ ତୁମ୍ଭମାନେେ ଅନ୍ଧକାର ରେ ବାସ କରୁ ନାହଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:4] ୟୁବକମାନେ ଯେଉଁ ସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସଗେୁଡ଼ିକରୁ ଦୂର ରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ବାସ, ପ୍ ରମେ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ବାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସମାନଙ୍କେ ସହିତ ମିଶି ଉକ୍ତ ଆଚରଣ କର।
Iତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:22] ସମସ୍ତଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣଙ୍କର ଜୀବନ ପବିତ୍ର ନୁହେଁ, ତା' ହେଲେ ସେ ପ୍ରଭୁଙ୍କୁ କବେେ ହେଲେ ଦେଖି ପାରିବ ନାହିଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:14] ମୁଁ ଶାନ୍ତିର ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସା ରେ ତୁମ୍ଭମାନେେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରେତ୍ୟକକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ବର ହିଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନଃଜୀବିତ କରିଥିଲେ। ମହାନ୍ ମଷେପାଳକ ଯୀଶୁଙ୍କୁ ପରମେଶ୍ବର ତାହାଙ୍କ ରକ୍ତ ହତେୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ୟ୍ଯଗୁଡ଼ିକ ପରମେଶ୍ବର ଆମ୍ଭ ଦ୍ବାରା କରାଉଥାଆନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍ !
ଏବ୍ରୀମାନଙ୍କ ନିକଟକୁ ପତ୍ର 13:20] ଯେଉଁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ଶାନ୍ତି ପାଇଁ କାମ କରନ୍ତି, ସମାନେେ ଧାର୍ମିକ ଜୀବନଯାପନ ଦ୍ବାରା ସେଥିରୁ ଉତ୍ପନ୍ନ ଉତ୍ତମ ବିଷୟମାନ ପାଆନ୍ତି।
ଯାକୁବଙ୍କ ପତ୍ 3:18] ସେ ମନ୍ଦ କାର୍ୟ୍ଯ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ। ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ଯ ରଖି ଚେଷ୍ଟା କରିବା ଉଚିତ।
ପିତରଙ୍କ ପ୍ରଥମ ପତ୍ 3:11] ତା'ପରେ ଆଉ ଗୋଟିଏ ଲାଭ ଘାଡ଼ୋ ଆସିଲା। ସହେି ଘୋଡ଼ାର ଆ ରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରି ଦବେେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:4]