ଆଶାଶୂନ୍ୟ ନିବେଦକ


  • ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି ସମାନେେ ତୁମ୍ଭକୁ ବିଶ୍ବାସ କରିବେ। ହେ ସଦାପ୍ରଭୁ ୟଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି ତୁମ୍ଭେ ସମାନଙ୍କେୁ ସାହାୟ୍ଯ ନ କରି ଛାଡ଼ିଦିଅ ନାହିଁ। [ଗୀତସଂହିତା - Psalms 9:10]
  • ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡ଼ାକ ଶୁଣିବେ। ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ। [ଗୀତସଂହିତା - Psalms 34:17]
  • ସଦାପ୍ରଭୁ, ମାରେ ବିପଦକାଳରେ ମୁଁ ତୁମ୍ଭକୁ ଡ଼ାକିବି। ମୁଁ ଜାଣେ ତୁମ୍ଭେ ଉତ୍ତର ଦବେ। [ଗୀତସଂହିତା - Psalms 86:7]
  • ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ। [ଗୀତସଂହିତା - Psalms 91:15]
  • ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, ଯେଉଁମାନେ ତାଙ୍କୁ ସାହାୟ୍ଯ ପାଇଁ ଡ଼ାକନ୍ତି। ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି। ସେ ସମାନଙ୍କେର ଗୁହାରି ଶୁଣନ୍ତି ଏବଂ ସମାନଙ୍କେୁ ରକ୍ଷା କରନ୍ତି। [ଗୀତସଂହିତା - Psalms 145:18, 19]