ଅନୁଶାସନ


  • କାହିଁକି ? ସଦାପ୍ରଭୁ ଯେଉଁମାନଙ୍କୁ ଭଲପା'ନ୍ତି, ସମାନଙ୍କେୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସହେିପରି ଶାସ୍ତିବିଧାନ କରନ୍ତି।
    ହିତୋପଦେଶ 3:12
  • ଯେ ବାଡ଼ି ବ୍ଯବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ। ଯେ ତାହାକୁ ପ୍ ରମେ କରେ, ସେ ଯଥା ସମୟରେ ଶାସ୍ତି ପାଏ।
    ହିତୋପଦେଶ 13:24
  • ଅପାଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି। ଯଦି ତୁମ୍ଭେ ଏହା କରିବ ନାହିଁ, ତୁମ୍ଭେ ତା'ର ବିନାଶର କାରଣ ହବେ।
    ହିତୋପଦେଶ 19:18
  • ପିଲାର ମନ ରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।
    ହିତୋପଦେଶ 22:15
  • ପିଲାକୁ ଶାସ୍ତି ଦବୋକୁ ତୃଟି କର ନାହିଁ। ତୁମ୍ଭେ ତାହାକୁ ବାଡ଼ି ରେ ବାଡ଼ଇେଲେ ହେଁ ସେ ମରିବ ନାହିଁ।
    ହିତୋପଦେଶ 23:13
  • ପିତାଗଣ ! ତୁମ୍ଭମାନଙ୍କ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ। ଯଦି ତୁମ୍ଭେ ଅଧିକ ଆଶା କର, ତା' ହେଲେ ସମାନେେ ହତାଶ ହାଇଯେିବେ।
    କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:21
  • ସେ ଧନ ଲୋଭୀ ହାଇେ ନ ଥିବେ, ସେ ନିଜ ପରିବାରକୁ ଉପୟୁକ୍ତ ଭାବରେ ନତେୃତ୍ବ ଦଇପୋରୁଥିବେ। ତା'ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ଯ ହେଉଥିବେ।
    ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:4
  • ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଗଣ ହାଇେଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ବନାର ବାକ୍ଯ କୁହନ୍ତି। ତୁମ୍ଭମାନେେ ସହେି ବାକ୍ଯଗୁଡ଼ିକୁ ଭୁଲି ଯାଇଛ: ପ୍ରଭୁ ଭଲ ପାଉଥିବା ପ୍ରେତ୍ୟକକ ଲୋକକୁ ଦଣ୍ଡ ଦିଅନ୍ତି, ଓ ପୁତ୍ର ଭାବରେ ମାନିଥିବା ପ୍ରେତ୍ୟକକ ଲୋକକୁ ସେ ଶାସ୍ତି ଦିଅନ୍ତି।" ହିତାପଦେେଶ ଅତଏବ ପ୍ରେତ୍ୟକକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତାର ପୁତ୍ର ପ୍ରତି ଯଭେଳି ବ୍ଯବହାର କରେ, ପରମେଶ୍ବର ତୁମ୍ଭମାନଙ୍କ ପ୍ରତି ସପରେି ବ୍ଯବହାର କରନ୍ତି। ପ୍ରେତ୍ୟକକ ପୁତ୍ର ପିତା ଦ୍ବାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭମାନେେ କବେେ ଦଣ୍ଡ ପାଇ ନାହଁ ପ୍ରେତ୍ୟକକ ପୁତ୍ର ଦଣ୍ଡ ପାଇବା ଉଚିତ, ତାହାହେଲେ ତୁମ୍ଭମାନେେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ। ଏହି ପୃଥିବୀ ରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସମାନେେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦଖାଇେଲୁ। ଅତଏବ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା।
    ଏବ୍ରୀମାନଙ୍କ ନିକଟକୁ ପତ୍ର 12:5-9
  • ହେ ପିଲାମାନେ, ଆସ ମାେ କଥା ଶୁଣ। ଓ ମୁଁ ତୁମ୍ଭକୁ କିପରି ସଦାପ୍ରଭୁଙ୍କୁ ସମ୍ମାନ କରାୟାଏ ଶିକ୍ଷା ଦବେି।
    ଗୀତସଂହିତା 34:11
  • ତୁମ୍ଭର ବାକ୍ଯାନୁୟାଯୀ କିପରି ଜଣେ ୟୁବକ ତା'ର ଜୀବନକୁ ପବିତ୍ର କରିପାରିବ ?
    ଗୀତସଂହିତା 119:9
  • ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମାେତେ ଦିଅ। ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ। ତଣେୁ ଆମ୍ଭକୁ ପରିତ୍ଯାଗ କର ନାହିଁ।
    ଗୀତସଂହିତା 138:8
  • ଆମ୍ଭର ପୁତ୍ରଗଣ ସହେି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି। ଆମ୍ଭମାନଙ୍କ କନ୍ଯାଗଣ ରାଜପ୍ରାସାଦର ଖାଦେିତ କୋଣର ଖମ୍ବ ତୁଲ୍ଯ ହୁଅନ୍ତୁ।
    ଗୀତସଂହିତା 144:12
  • ହେ ମାରେ ପୁତ୍ର, ମାରେଶିକ୍ଷା ପାଶୋର ନାହିଁ। ମାରେ ଆଜ୍ଞାମାନ ମନେପକାଅ।
    ହିତୋପଦେଶ 3:1
  • ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ। 33 ମାରେ ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ। ତାହାକୁ ଅଗ୍ରାହ୍ଯ କର ନାହିଁ।
    ହିତୋପଦେଶ 8:32-33
  • ନିଜର ୟୁବାବସ୍ଥା ରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହବେ ନାହିଁ।
    ହିତୋପଦେଶ 22:6
  • ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ବରଙ୍କ ଦ୍ବାରା ଶିକ୍ଷିତ ହବେେ ଓ ସମାନଙ୍କେର ପରମ ଶାନ୍ତି ହବେ।
    ଯିଶାଇୟ 54:13
  • ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, " ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?"
    ଯୋହନଲିଖିତ ସୁସମାଚାର 21:15
  • ୟୁବକମାନେ ଯେଉଁ ସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସଗେୁଡ଼ିକରୁ ଦୂର ରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ବାସ, ପ୍ ରମେ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ବାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସମାନଙ୍କେ ସହିତ ମିଶି ଉକ୍ତ ଆଚରଣ କର।
    ତୀମଥିଙ୍କ ନିକଟକୁ ପ୍ରେରିତ 2:22
  • ମୁଁ ଯେତବେେଳେ ଶୁଣେ ଯେ ମାରେ ପିଲାମାନେ ସତ୍ଯର ମାର୍ଗ ଅନୁସରଣ କରୁଛନ୍ତି, ତାହା ମାେତେ ବିଶଷେ ଆନନ୍ଦ ଦିଏ।
    3ଯୋହନଲିଖିତ ସୁସମାଚାର 1:4
  • ଆଉ ତୁମ୍ଭେ ଆପଣା ସନ୍ତାନଗଣକକ୍ସ୍ଟ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦବେ। ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ, ପଥରେ ଚାଲିବା ବେଳେ, ତୁମ୍ଭେ ଶଯନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସମାନଙ୍କେର ସଙ୍ଗେ ସେ ବିଷଯ ରେ କଥାବାର୍ତ୍ତା କରିବ।
    ଦିତୀୟ ବିବରଣ 6:7
  • ସାବଧାନତା ସହକା ରେ ମୁ ଯେଉଁ ଆଜ୍ଞାମାନ ଦଲେି ତାହା ତୁମ୍ଭମାନେେ ପାଳନ କରିବ। ତହିଁରେ ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଦୃଷ୍ଟି ରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତକ୍ସ୍ଟମ୍ଭ ବଂଶଧରଗଣର ୟକ୍ସ୍ଟଗାନକ୍ସ୍ଟସା ରେ ମଙ୍ଗଳ ହବେ।
    ଦିତୀୟ ବିବରଣ 12:28
  • ସେ ସମାନଙ୍କେୁ କହିଲେ, "ମୁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭମାନେେ ସେଥିପ୍ରତି ଧ୍ଯାନ ଦିଅ। ଏବଂ ତୁମ୍ଭମାନେେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦଇେ ସହେି ବିଧି ଅନକ୍ସ୍ଟସା ରେ ଚଳିବାକକ୍ସ୍ଟ ନିର୍ଦ୍ଦେଶ ଦିଅ। କବେବେି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ଯହୀନ ବୋଲି। ସେଥି ରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନକ୍ସ୍ଟସରଣ କରି ତୁମ୍ଭମାନେେ ୟର୍ଦ୍ଦନ ସପୋରିସ୍ଥ ଯେଉଁ ଦେଶକକ୍ସ୍ଟ ଅଧିକାର କରିବାକୁ ଯାଉଅଛ, ସଠାେରେ ଦୀର୍ଘ୍ଯ ଜୀବନ ଲାଭ କରିବ।"
    ଦିତୀୟ ବିବରଣ 32:46, 47
  • ମାରେ ପିତା ମାେତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମାେତେ କହିଲେ, " ମାରେ କଥାସବୁ ମନରେଖ, ମାରେ ଆଜ୍ଞା ମାନ ତୁମ୍ଭେ ବଞ୍ଚିବ। ଜ୍ଞାନ ଅର୍ଜନ କର, ସୁବିବଚେନା ଲାଭ ତହିଁରେ କର। ତାହା ଭୁଲ ନୁହେଁ, ମାେ ମୁଖରୁ ନିର୍ଗତ ବାକ୍ଯକୁ ବିମୁଖ କର ନାହିଁ।
    ହିତୋପଦେଶ 4:4, 5
  • ଯେଉଁ ଧାର୍ମିକ ଲୋକ ସରଳତା ରେ ବାସ କରେ, ତା' ଉତ୍ତା ରେ ତା'ର ପୁତ୍ରଗଣ, ସନ୍ତାନଗଣ ଧନ୍ଯ ହୁଅନ୍ତି।
    ହିତୋପଦେଶ 20:7
  • ଯେତବେେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳନୀମାନଙ୍କୁ, ଅଧ୍ଯକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, "ତୁମ୍ଭମାନେେ ସମାନଙ୍କେୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ୍ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭମାନେେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ଯାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ୟୁଦ୍ଧ କର।"
    ନିହିମିୟା 4:14
  • ହେ ପିତାମାନେ ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦଇେ ସମାନଙ୍କେୁ ପ୍ରତିପାଳନ କର।
    ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:4
  • ମୁଁ ଶିକ୍ଷା ଦଇେଥିବା କଥାସବୁ ତୁମ୍ଭେ ଶୁଣିଛ। ଅନକେ ଅନ୍ୟ ଲୋକ ମଧ୍ଯ ସହେି କଥା ଶୁଣିଛନ୍ତି। ତୁମ୍ଭେ ସହେି ବିଷୟଗୁଡ଼ିକ ଶିକ୍ଷାଦବୋ ଉଚିତ। ଯେଉଁ କେତକଙ୍କେୁ ତୁମ୍ଭେ ବିଶ୍ବାସ କରିପାରିବ, ସମାନଙ୍କେୁ ସହେି ଉପଦେଶଗୁଡ଼ିକ ଦିଅ। ତା' ହେଲେ ସମାନେେ ଅନ୍ଯଲୋକମାନଙ୍କୁ ସହେି ଉପଦେଶଗୁଡ଼ିକ ଦଇପୋରିବେ।
    ତୀମଥିଙ୍କ ନିକଟକୁ ପ୍ରେରିତ 2:2