ସୁଖ ଓ ଶାନ୍ତି ଦାୟକ [ପ୍ରୋତ୍ସାହନ]


  • ଯେତବେେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା'ପରେ ସମାନେେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି। ସଦାପ୍ରଭୁ ସହେି ଶାଚେନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି। ସେ ସମାନଙ୍କେୁ ଉଦ୍ଧାର କରନ୍ତି। [ଗୀତସଂହିତା - Psalms 34:18]
  • ସଦାପ୍ରଭୁ, ସହେି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି। ଯେଉଁ ବ୍ଯକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କବେେ ହେଲେ ସମାନଙ୍କେୁ ଧ୍ବଂସ ହବୋକୁ ଦବେେ ନାହିଁ। [ଗୀତସଂହିତା - Psalms 34:22]
  • ସମାନେେ ଝୁଣ୍ଟି ପଡ଼ିବେ ନାହିଁ କାରଣ ସଦାପ୍ରଭୁ ସମାନଙ୍କେୁ ସମର୍ଥନ କରନ୍ତି। [ଗୀତସଂହିତା - Psalms 37:24]
  • ତୁମ୍ଭେ ମାେ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦଇେଛ। ମାେ ଜୀବନକୁ ପୁନଃସ୍ଥାପନ କର। ଯେତବେେଳେ ମୁଁ ପ୍ରାଯ ମୃତ ପରି ଥିଲି, ମାେ ଜୀବନକୁ ରକ୍ଷା କଲ। ମାେତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର ଏବଂ ମାେତେ ପୁଣିଥରେ ସାନ୍ତ୍ବନା ଦିଅ। [ଗୀତସଂହିତା - Psalms 71:20, 21]
  • ମୁଁ ଅତି ବ୍ଯସ୍ତ ଓ ଚିନ୍ତିତ ଥିଲା ବେଳେ, ସଦାପ୍ରଭୁ ମାେତେ ଆନନ୍ଦ ଓ ଖୁସି ଦେଲେ। [ଗୀତସଂହିତା - Psalms 94:19]
  • ମୁଁ ଯେତବେେଳେ ଦୁଃଖରେ ଥିଲି, ତୁମ୍ଭେ ସେତବେେଳେ ମାେତେ ସାନ୍ତ୍ବନା ଦଇେଅଛ। ତୁମ୍ଭର ବାକ୍ଯସବୁ ମାେତେ ପୁନଃର୍ଜୀବିତ କରିଅଛି। [ଗୀତସଂହିତା - Psalms 119: 50]
  • ହେ ସଦାପ୍ରଭୁ, ୟଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମାେତେ ଜୀବିତ ରଖ। ୟଦି ମାରେ ଶତ୍ରୁଗଣ ତବେେ ମାେ ଉପରେ କୋର୍ଧ କରନ୍ତି, ତୁମ୍ଭେ ସମାନଙ୍କେଠାରୁ ମାେତେ ବଞ୍ଚାଅ। [ଗୀତସଂହିତା - Psalms 138:7]
  • ଆଶା ଛାଡ଼ିଦବୋ ପାଇଁ ମୁଁ ପ୍ରସ୍ତୁତ ଅଟେ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି, ମାରେ ଶତ୍ରୁଗଣ ମାେ ପାଇଁ ଫାନ୍ଦ ବସାଇଅଛନ୍ତି। [ଗୀତସଂହିତା - Psalms 142:3]
  • ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ଯା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ଯ ଗୃହ ମଧିଅରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରଯସ୍ଥଳ। [ଯିଶାଇୟ - Isaiah 25:4]
  • ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ଯା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ଯ ଗୃହ ମଧିଅରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରଯସ୍ଥଳ। [ଯିଶାଇୟ - Isaiah 41:10]
  • "ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ବଷେଣ କରନ୍ତି, ମାତ୍ର ସମାନେେ ଜଳ ପାଆନ୍ତି ନାହିଁ। ସମାନଙ୍କେର ଜିହ୍ବା ତୃଷ୍ଣା ରେ ଶୁଖିୟାଏ। ଆମ୍ଭେ ସଦାପ୍ରଭୁ ସମାନଙ୍କେୁ ଉତ୍ତର ଦବୋ। ଆମ୍ଭେ ଇଶ୍ରାୟେଲ ପରମେଶ୍ବର ସମାନଙ୍କେୁ ତ୍ଯାଗ କରିବା ନାହିଁ। [ଯିଶାଇୟ - Isaiah 41:17]
  • ଆମ୍ଭେ ବୃକ୍ଷଶୂନ୍ଯ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା, ଉପତ୍ୟକାର ମଧ୍ଯ ଭାଗ ରେ ଝରଣାମାନ ଫିଟାଇବା, ପ୍ରାନ୍ତରକୁ ଜଳାଶଯ ଓ ଶୁଷ୍କ ଭୂମିରେ ନିର୍ଝର ଜଳ ପ୍ରବାହିତ କରାଇବା। [ଯିଶାଇୟ - Isaiah 41:18]
  • ସିୟୋନର ଶାେକର୍ତ୍ତ ଲୋକମାନଙ୍କୁ ଯୋଗାଇ ଦବୋକୁ ଓ ଭସ୍ମ ପରିବର୍ତେ ଭୂଷଣ, ଦୁଃଖ ପରିବର୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମାେତେ ପ୍ ରରଣେ କରିଅଛନ୍ତି । ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ବିତ ହବେେ, ଏଥିପାଇଁ ସମାନେେ 'ଧର୍ମରୂପ ବୃକ୍ଷ' ଓ 'ତାଙ୍କର ଉଦ୍ୟାନ ବୋଲି ବିଖ୍ଯାତ ହବେେ।' [ଯିଶାଇୟ - Isaiah 61:3]
  • ସଦାପ୍ରଭୁ ଚିରକାଳ ପାଇଁ ତାକୁ ପରିତ୍ଯାଗ କରିବେ ନାହିଁ। ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ ରମେ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି। ଲୋକମାନଙ୍କୁ କଷ୍ଟ ଦଇେ କିମ୍ବା ଦଯନୀଯ କରି, [ଯିରିମିୟଙ୍କ ବିଳାପ - Lamentations 3:31-33]
  • ଆମ୍ଭେ ଜାଣୁ ଯେ, ଯେଉଁ ମାନେ ତାହାଙ୍କୁ ପ୍ ରମେ କରନ୍ତି ସମାନଙ୍କେ ପାଇଁ ପରମେଶ୍ବର ପ୍ରତକେ ବିଷୟ ରେ ମଙ୍ଗଳ ଜନ୍ମାନ୍ତି।ପରମେଶ୍ବର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହାହିଁ ତାଙ୍କର ଯୋଜନା ଥିଲା। [ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ - Romans 8:28]
  • ପରମେଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ ସେ ସହେି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥି ରେ ନିଶ୍ଚିତ ଅଟେ। [ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର - Philippians1:6]
  • ଯଦି ଆମ୍ଭେ ଯାତନା ସହିବା, ତା' ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା। ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା, ତା' ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ। [ତୀମଥିଙ୍କ ନିକଟକୁ ପ୍ରେରିତ - 2 Timothy 2:12]