ଆନନ୍ଦ


  • କିନ୍ତୁ ଯେଉଁମାନେ ପରମେଶ୍ବରଙ୍କ ଉପରେ ବିଶ୍ବାସ ରଖନ୍ତି, ସମାନେେ ସୁଖରେ ରୁହନ୍ତି ଏବଂ ସମାନେେ ଚିରଦିନ ପାଇଁ ସୁଖରେ ରୁହନ୍ତି। ପରମେଶ୍ବର ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସମାନଙ୍କେୁ ଅଧିକ ଶକ୍ତି ପ୍ରଦାନ କର।
    ଗୀତସଂହିତା 5:11
  • ତୁମ ୍ଭେ ମାେତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦବେ। ୟେ ହତେୁ ମୁଁ ତୁମ୍ଭ ସହିତ ଅଛି। ହେ ସଦାପ୍ରଭୁ, ତୁମ୍ଭେ ମାେତେ ସୁଖ ଶାନ୍ତିରେ ରହିବାକୁ ଦବେ। ୟେ ହତେୁ ମୁଁ ତୁମ୍ଭର ଦକ୍ଷିଣ ପାଶର୍‌ବରେ ଅବସ୍ଥିତ, ମାେ ପାଇଁ ଚିରଦିନ ନିତ୍ଯ ସୁଖ ଭୋଗ ଆଣିଦବେ।
    ଗୀତସଂହିତା 16:11
  • ପରମେଶ୍ବର କୋର୍ଧିତ ହୁଅନ୍ତି। ତଣେୁ ତାଙ୍କର ନିଷ୍ପତ୍ତି ହିଁ "ମୃତ୍ଯୁ"। କିନ୍ତୁ ସେ ମାେ ପ୍ରତି କରୁଣା ପ୍ରଦର୍ଶନ କରି ମାେତେ "ଜୀବନଦାନ" ଦଇେଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା'ପରଦିନ ସକାଳୁ ଦେଖିଲି, ମୁଁ ଖୁସିରେ ଗୀତ ବୋଲୁଛି।
    ଗୀତସଂହିତା 30:5
  • ଜଣେ ଲୋକ ବିହନ ବୁଣିବା ସମଯରେ ଦୁଃଖ ପାଇଥାଏ, କିନ୍ତୁ ସେ ଅମଳ ସମଯରେ ବହୁତ ଖୁସି ହୁଏ।
    ଗୀତସଂହିତା 126:5
  • ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସମାନଙ୍କେର ପ୍ରେତ୍ୟକକ ବ୍ଯକ୍ତି ଧନ୍ଯ ଓ ସଦାପ୍ରଭୁଙ୍କର ପଥରେ ଚାଲନ୍ତି। ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହବେ ଓ ତୁମ୍ଭର ମଙ୍ଗଳ ହବେ।
    ଗୀତସଂହିତା 128:1, 2
  • ପୁଣି ପରମେଶ୍ବରଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ। ସମାନେେ ଆନନ୍ଦ ରେ ଗାନ କରି କରି ସିୟୋନ ରେ ଉପସ୍ଥିତ ହବେେ। ଚିରନ୍ତନ ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ବର ଦୂରକୁ ପଳାଇୟିବ।
    ଯିଶାଇୟ 35:10
  • ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା ହେଲେ ମୁଁ ଯେପରି ଆନନ୍ଦ ରେ ଅଛି, ତୁମ୍ଭେ ମଧ୍ଯ ମାେପରି ଆନନ୍ଦ ପାଇବ। ମୁଁ ଚା ହେଁ, ତୁମ୍ଭର ଆନନ୍ଦ ସଂମ୍ପୂର୍ଣ୍ଣ ହେଉ।
    ଯୋହନଲିଖିତ ସୁସମାଚାର 15:11
  • ପ୍ରଭୁଙ୍କ ରାଜ୍ଯ ରେ ଖାଇବା ପିଇବା ଅଧିକ ଗୁରୁତ୍ବ ନୁହେଁ। ସଠାେରେ ମହତ୍ତ୍ବପୂର୍ଣ କଥା ହେଲା, ପରମେଶ୍ବରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ର ଆତ୍ମା ରେ ଆନନ୍ଦ କରିବ।
    ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:17