ପ୍ରେମ


  • ଅତଏବ ବିଶ୍ବାସ, ଭରସା ଓ ପ୍ ରମେ ସ୍ଥାଯୀ ଅଟେ। ଉକ୍ତ ତିନୋଟି ମଧ୍ଯରୁ ପ୍ ରମେ ହେଉଛି ସର୍ବୋତ୍କୃଷ୍ଟ।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:13
  • "ଯୀଶୁ କହିଲେ, "ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦଇେ ପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ପ୍ ରମେ କରିବ।' ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ବପୁର୍ଣ୍ଣ ଆଦେଶ। ଦ୍ବିତୀୟ 'ଆଦେଶଟି ମଧ୍ଯ ପ୍ରଥମ ଆଦେଶ ଭଳି। ତାହା ହେଉଛି: 'ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ଯ ସହେିପରି ଭଲ ପାଅ।' ସମସ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲଖାଗେୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।"
    ମାଥିଉଲିଖିତ ସୁସମାଚାର 22:37-40
  • ହଁ, ପରମେଶ୍ବର ଏ ପୃଥିବୀକୁ ଏତେ ପ୍ ରମେ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ବ୍ଯକ୍ତି, ବିନାଶ ହବେେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ।
    ଯୋହନଲିଖିତ ସୁସମାଚାର 3:16
  • ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ ରମେ କର।
    ପିତରଙ୍କ ପ୍ରଥମ ପତ୍ 4:8
  • ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦଇେଛନ୍ତି। ଏଥିରୁ ପ୍ରକୃତ ପ୍ ରମେ କ'ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ଯ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ। ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ। ପ୍ରିୟ ପିଲାମାନେ, ଆମ୍ଭର ପ୍ ରମେ କବଳେ ଶବ୍ଦ ଓ କଥା ମଧିଅରେ ସୀମିତ ରହିବା ଉଚିତ ନୁହେଁ। ମାତ୍ର ଏହା ସତ୍ଯପ୍ ରମେ ହବୋ ଆବଶ୍ଯକ ଓ ଆଚରଣ ରେ ଆମ୍ଭେ ଏହା ଦଖାଇବୋ ଉଚିତ।
    1 ଯୋହନଲିଖିତ ସୁସମାଚାର 3:16-18
  • ପ୍ରିୟ ବନ୍ଧୁମାନେ, ଆମ୍ଭେସବୁ ପରସ୍ପରକୁ ଭଲ ପାଇବା ଉଚିତ, କାରଣ ପ୍ ରମେ ପରମେଶ୍ବରଙ୍କଠାରୁ ଆ ସେ। ଯେଉଁ ଲୋକ ପ୍ ରମେ କରେ, ସେ ପରମେଶ୍ବରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପା ରେ। ଯେଉଁ ଲୋକ ପ୍ ରମେ କରେ ନାହିଁ, ସେ ପରମେଶ୍ବରଙ୍କୁ ଜାଣେ ନାହିଁ, କାରଣ ପରମେଶ୍ବର ତ ପ୍ ରମେ।
    1 ଯୋହନଲିଖିତ ସୁସମାଚାର 4:7, 8
  • ସମସ୍ତ ନିୟମ ଗୋଟିଏ ଆଦେଶର ସାର ଭାବରେ ସମାହିତ ହାଇେଛି: "ନିଜକୁ ପ୍ ରମେ କଲା ପରି ଅନ୍ୟ ସମସ୍ତ ଲୋକଙ୍କୁ ପ୍ ରମେ କର।"
    ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:14
  • " ମାେତେ ଯଦି ତୁମ୍ଭେ ପ୍ ରମେ କର, ତବେେ ମାରେ ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।
    ଯୋହନଲିଖିତ ସୁସମାଚାର 14:15
  • " ସେତବେେଳେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣଙ୍କ ପାଇଁ ଯାହା କିଛି କଲ, ତାହା ତୁମ୍ଭେ ମାେ ପାଇଁ କଲ।'
    ମାଥିଉଲିଖିତ ସୁସମାଚାର 25:40
  • "ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।
    ମାଥିଉଲିଖିତ ସୁସମାଚାର 7:12
  • ପରସ୍ପର ପ୍ରତି କୋର୍ଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭମାନେେ ମଧ୍ଯ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ। ଏହିସବୁ କର, କିନ୍ତୁ ସବୁଠାରୁ ମୁଖ୍ଯ ବିଷୟ ହେଲା, ପରସ୍ପରକୁ ପ୍ ରମେ କରିବା। ପ୍ ରମେ ତୁମ୍ଭମାନଙ୍କୁ ଏକତା ରେ ଏକାଠି ବାନ୍ଧି ରେଖ।
    କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:13, 14
  • ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦଇେ ଜଣେ ବ୍ଯକ୍ତି ସର୍ବୋତ୍କୃଷ୍ଟ ପ୍ ରମେ ଦଖାଇେ ପାରିବ।
    ଯୋହନଲିଖିତ ସୁସମାଚାର 15:13
  • ପରମେଶ୍ବର ଆମ୍ଭକୁ ପ୍ରଥମେ ପ୍ ରମେ କରିବାରୁ ଆମ୍ଭମାନେେ ତାହାଙ୍କୁ ପ୍ ରମେ କରିଲୁା
    ଯୋହନଲିଖିତ ସୁସମାଚାର 4:19
  • ହଁ,ମୁଁ ଜାଣେ ଯେ କୌଣସି ବିଷୟ ଆମ୍ଭକୁ ପରମେଶ୍ବରଙ୍କ ପ୍ ରମରେୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ଯୁ ନୁହେଁ, ଜୀବନ ନୁହେଁ, ସ୍ବର୍ଗଦୂତମାନେ ନୁହଁନ୍ତି, ଆତ୍ମିକ ଶକ୍ତି ଗୁଡିକ ନୁହଁନ୍ତି, ଏବେ କିଛି ନୁହେଁ, ଭବିଷ୍ଯତ ରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ, ଉଚ୍ଚ ରେ କିଛି ନୁହେଁ, ଗଭୀର ରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତ ରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠା ରେ ଥିବା ପରମାତ୍ମାଙ୍କ ପ୍ ରମେ ଠାରୁ ଆମ୍ଭକୁ କହେି ଅଲଗା କରି ପାରିବେ ନାହିଁ।
    ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:38, 39
  • "ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭମାନେେ ପରସ୍ପରକୁ ପ୍ ରମେ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ ରମେ କରୁଛି, ତୁମ୍ଭମାନେେ ପରସ୍ପରକୁ ସହେିପରି ପ୍ ରମେ କରିବା ଉଚିତ୍ ା ତୁମ୍ଭେ ଯଦି ପରସ୍ପରକୁ ପ୍ ରମେ କରିବ, ତବେେ ସମସ୍ତେ ଜାଣିବେ ଯେ ତୁମ୍ଭମାନେେ ମାରେ ଶିଷ୍ଯ।"
    ଯୋହନଲିଖିତ ସୁସମାଚାର 13:34, 35
  • ଯେଉଁ ଲୋକ ମାରେ ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତ ରେ ମାେତେ ପ୍ ରମେ କରେ। ମାେତେ ପ୍ ରମେ କରୁଥିବା ଲୋକକୁ ମାେ ପରମପିତା ମଧ୍ଯ ପ୍ ରମେ କରିବେ। ମୁଁ ମଧ୍ଯ ତାକୁ ପ୍ ରମେ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।" ତା'ପରେ ୟିହୂଦା (ଈଷ୍କରିଯୋଥ ନୁହଁନ୍ତି) ତାହାଙ୍କୁ ପଚାରିଲେ, "କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠା ରେ ନିଜକୁ ଦଖାଇବୋ ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦଖାେଉ ନାହାଁନ୍ତି।" ଯୀଶୁ ଉତ୍ତର ଦେଲେ, "ଯଦି କହେି ମାେତେ ପ୍ ରମେ କରେ ତବେେ ସେ ମାହେର ଉପଦେଶ ପାଳନ କରିବ। ମାରେ ପରମପିତା ତାକୁ ପ୍ ରମେ କରିବେ। ମାରେ ପରମପିତା ଓ ମୁଁ ସହେି ଲୋକ ପାଖକୁ ଆସିବୁ ଓ ତା' ସହିତ ରହିବୁ। କିନ୍ତୁ ଯେଉଁ ଲୋକ ମାେତେ ପ୍ ରମେ କରେ ନାହିଁ, ସେ ମାରେ ଉପଦେଶ ମାନେ ନାହିଁ। ମାଠାରୁେ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତ ରେ ମାରେ ନୁହେଁ। ଏହା ମାେତେ ପଠାଇ ଥିବା ପରମପିତାଙ୍କର।
    ଯୋହନଲିଖିତ ସୁସମାଚାର 14:21-24
  • ତୁମ୍ଭର ପ୍ ରମେ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର।
    ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:9
  • ଏହାଦ୍ବାରା ଆମ୍ଭପ୍ରତି ପରମେଶ୍ବରଙ୍କ ମହାନ୍ ପ୍ ରମେ ପ୍ରକାଶ ପାଏ। ତେଣୁ ପ୍ରିୟ ବନ୍ଧୁମାନେ, ଆମ୍ଭମାନେେ ମଧ୍ଯ ପରସ୍ପରକୁ ନିଶ୍ଚୟ ପ୍ ରମେ କରିବା।
    1 ଯୋହନଲିଖିତ ସୁସମାଚାର 4:11
  • ଏହି ଆଜ୍ଞା ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଛୁ ଯେ ଯେକହେି ପରମେଶ୍ବରଙ୍କୁ ପ୍ ରମେ କରେ, ସେ ନିଜ ଭାଇକୁ ମଧ୍ଯ ପ୍ ରମେ କରେ।
    1 ଯୋହନଲିଖିତ ସୁସମାଚାର 4:21
  • ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କରିବ।
    ଦିତୀୟ ବିବରଣ 6:5
  • "ଏବେ ହେ ଇଶ୍ରାୟେଲ, ଶକ୍ସ୍ଟଣ! ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବାସ୍ତବ ରେ ତକ୍ସ୍ଟମ୍ଭଠାରକ୍ସ୍ଟ କ'ଣ ଗ୍ଭହାଁନ୍ତି ଜାଣ? ସେ ଗ୍ଭହାଁନ୍ତି ତାଙ୍କର ବାକ୍ଯ ଅନକ୍ସ୍ଟସା ରେ କର୍ମମାନ କର। ବିଧି ନିଯମ ପାଳନ କର। ପରମେଶ୍ବର ଗ୍ଭହାଁନ୍ତି ତୁମ୍ଭମାନେେ ଅନ୍ତକରଣ ସହକା ରେ ସଦାପ୍ରଭୁଙ୍କୁ ପ୍ ରମେ କର ଓ ତାଙ୍କର ସବୋ କର। ତାଙ୍କର ବ୍ଯବସ୍ଥା ଓ ଆଦେଶ ମାନି ଚଳ।
    ଦିତୀୟ ବିବରଣ 10:12
  • ତୁମ୍ଭମାନେେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶଓରଙ୍କୁ ପ୍ ରମେ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ୍ଯ ଜୀବନ ଦବେେ ସହେି ଦେଶ ରେ, ଯେଉଁ ଦେଶ ଦବୋ ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଏବଂ ୟାକକ୍ସ୍ଟବଙ୍କକ୍ସ୍ଟ କହିଥିଲେ।"
    ଦିତୀୟ ବିବରଣ 30:20
  • କିନ୍ତୁ ତୁମ୍ଭମାନେେ ନିଶ୍ଚିତ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ମନ ପ୍ରାଣ ଦଇେ ସଦାପ୍ରଭୁଙ୍କ ସବୋ କର, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ବଡ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରୁଛନ୍ତି।
    ପ୍ରଥମ ଶାମୁୟେଲ 12:24
  • ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମାରେ ସମ୍ମୁଖରେ ରଖିଅଛି। ମୁଁ କବେେ ହେଲେ ତାଙ୍କର ଉପୟୁକ୍ତ ମାର୍ଗରୁ ବଞ୍ଚିତ ହବେି ନାହିଁ। ତଣେୁ ମାରେ ହୃଦଯ ଓ ଆତ୍ମା ଅତି ଆନନ୍ଦିତ ହବେ। ଏପରିକି ମାରେ ଶରୀର ନିରାପଦରେ ରହିବ।
    ଗୀତସଂହିତା 16:8, 9
  • ହେ ପରମେଶ୍ବର, ହରିଣଟି ୟପରେି ପାଣି ପାଇଁ ସୋର୍ତ ଆଡ଼କୁ ଧାଏଁ ସପରେି ମାରେ ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ। ମାରେ ପ୍ରାଣ ଜୀବନ୍ତ ପରମେଶ୍ବରଙ୍କ ନିମନ୍ତେ ତୃଷିତ। ମୁଁ କବେେ ପ୍ରଭୁଙ୍କ ଦର୍ଶନ ପାଇବି ?
    ଗୀତସଂହିତା 42:1, 2
  • ହେ ପରମେଶ୍ବର, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବହୁତ ଚାହୁଁଛି। ମାରେ ସମସ୍ତ ପ୍ରାଣ ତୁମ୍ଭ ପାଇଁ ଶୁଷ୍କ ଭୂମି ତୁଲ୍ଯ ତୃଷାର୍ତ୍ତ।
    ଗୀତସଂହିତା 63:1
  • ମୁଁ ତୁମ୍ଭଠାରେ ଲାଗିରହେ। ତୁମ୍ଭର ଡ଼ାହାଣ ହସ୍ତ ମାେତେ ସମର୍ଥନ କରେ।
    ଗୀତସଂହିତା 63:8
  • ହେ ପରମେଶ୍ବର, ସ୍ବର୍ଗରେ ତୁମ୍ଭ ବିନା ମାରେ ଆଉ କହେି ନାହିଁ କାରଣ ତୁମ୍ଭେ ମାେ ପାଖରେ ଅଛ। ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ। ମାରେ ମନ ଏବଂ ଶରୀର ଦୁର୍ବଳ ହୁଏ, କିନ୍ତୁ ପରମେଶ୍ବର ଅନନ୍ତକାଳ ମାେ ହୃଦଯକୁ ଓ ମାେତେ ସ୍ଥାଯୀତ୍ବ ଦିଅନ୍ତି।
    ଗୀତସଂହିତା 73:25, 26
  • କାରଣ ପରମେଶ୍ବର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି। କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ବର ପୂର୍ଣ୍ଣ କରିଛନ୍ତି।
    ଗୀତସଂହିତା 107:9
  • ମୁଁ ତାଙ୍କୁ ପ୍ରମେ କରେ, କାରଣ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଅଛନ୍ତି। ମୁଁ ତାଙ୍କୁ ଭଲ ପାଏ ଯେତବେେଳେ ସେ ମାେ ପ୍ରାର୍ଥନା ଶୁଣିଲେ ଏବଂ ମୁଁ ମୃତ୍ଯୁବରଣ କଲା ପୂର୍ବରୁ ଉତ୍ତର ଦେଲେ।
    ଗୀତସଂହିତା 116:1, 2
  • "ଆଖି ଶରୀର ପାଇଁ ଆଲୋକ ସ୍ବରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହବେ।
    ମାଥିଉଲିଖିତ ସୁସମାଚାର 6:22
  • ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।
    ମାଥିଉଲିଖିତ ସୁସମାଚାର 6:33
  • ମାେ ପାଇଁ ଯେଉଁ ଲୋକ ଘରଦ୍ବାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦଇେଛି, ସେ ଶ ହଗେୁଣ ଅଧିକା ପାଇବ ଏବଂ ଅନନ୍ତଜୀବନ ପାଇବ।
    ମାଥିଉଲିଖିତ ସୁସମାଚାର 19:29
  • ମାେ'ଠା ରେ ରୁହ ଓ ମୁଁ ତୁମ୍ଭଠା ରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗା ରେ କବେେ ଫଳ ଦବେ ନାହିଁ। ଏହା ଲତା ରେ ଲାଗି ରହିବା ଉଚିତ। ତୁମ୍ଭମାନେେ ମଧ୍ଯ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମାେ ସହିତ ମିଶି ରହିବା ଉଚିତ।
    ଯୋହନଲିଖିତ ସୁସମାଚାର 15:4
  • ସବୁବେଳେ ସହେି ସ୍ବର୍ଗର ବିଷୟଗୁଡ଼ିକ ଅନ୍ବଷେଣ କର, ମର୍ତ୍ତ୍ଯର ବିଷୟଗୁଡ଼ିକ ପାଇଁ ନୁହେଁ।
    କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:2
  • କାରଣ ପରମେଶ୍ବରଙ୍କୁ ପ୍ ରମେ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ।
    ଯୋହନଙ୍କ ପ୍ରଥମ ପତ୍ର 5:3